ବୁଦାମୂଳରୁ ଉଦ୍ଧାର ହେଲେ ଦୁଇ ନବଜନ୍ମିତ ଶିଶୁ

ବ୍ରହ୍ମପୁର/ଯାଜପୁର: ସକାଳର ଶାନ୍ତ ପରିବେଶ। ଅଳସ ଭାଙ୍ଗି ସମସ୍ତେ ନିତ୍ୟକର୍ମରେ ବ୍ୟସ୍ତ ଥାଆନ୍ତି। ହଠାତ ନିକଟସ୍ଥ ବୁଦା ମୂଳରୁ ଶୁଭିଲା କୁଆଁ କୁଆଁ କାନ୍ଦ। ସେ କାନ୍ଦ ଥିଲା ଅସହାୟତାର। ଯାହା କାନରେ ପଡ଼ୁଥିଲା, ସତେ ଯେମିତି ଲାଗୁଥିଲା ଛାତି ଚିରି ହୋଇଯିବ। ଏକ ନିକଞ୍ଚନ ଜାଗାରେ ନିଷ୍ପାପ ଶିଶୁର ଏପରି ରାହା ଛାଡ଼ି କାନ୍ଦ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ଶିଶୁର କାନ୍ଦ ଶୁଣି ବୁଦା ମୂଳକୁ ଦୌଡ଼ି … Continue reading ବୁଦାମୂଳରୁ ଉଦ୍ଧାର ହେଲେ ଦୁଇ ନବଜନ୍ମିତ ଶିଶୁ